Public App Logo
Jansamasya
News
पुलिस
Bjp
National
Bihar
बिहार
बीजेपी
भाजपा
विधायक
Congress
Modi
Delhi
Viral
Crime
Jharkhand
Up
Breakingnews
Narendramodi
Madhya_pradesh
Pmmodi
पटना
Rahulgandhi
Haryana
शादी
Crimenews
Bhind
Breaking
Election
Politics

ସିମୁଳିଆ: ବେତେଇ ଜଙ୍ଗଲ ରେ ଲାଗିଥିବା Ai କ୍ୟାମେରା ଦ୍ୱାରା 3 ଶିକାରୀ ଓ 5 ଟି ବନ୍ଧୁକ ଜବଦ କଲା ବନବିଭାଗ

Similia, Balasore | Dec 13, 2025
Ai କ୍ୟାମରା ଧରାଇ ଦେଲା ଶିକାରୀକୁ l 3ଶିକାରୀ ଓ 5 ଦେଶୀ ବନ୍ଧୁକ l କିଛିଦିନ ତଳେ ବାଘ ଗଣନା ପାଇଁ କୁଳଢିଆ ଅଭ୍ୟାୟରଣ୍ୟ ଅଧୀନ ବେତେଇ ଜଙ୍ଗଲ ରେ ବନବିଭାଗ ପକ୍ଷରୁ ଗଛ ଉପରେ Ai କ୍ୟାମରା ଲାଗିଥିଲା l ଫଳରେ 3 ଜଣ ଶିକାରୀ ବନ୍ଧୁକ ଧରି ଜଙ୍ଗଲ ରେ ବୋଲୁଥିବା ର Ai କ୍ୟାମରା ରେ କଏଦ ହୋଇଥିଲା ଫଳରେ ସୋର ବନାଞ୍ଚଳ ଅଧିକାରୀ ହରିହର ମାଝୀ ଉକ୍ତ ଫଟୋ କୁ ଆଧାର କରି ଔପଦା ବ୍ଲକ ବେତେଇ ଗ୍ରାମ ର ଜଣେ ଓ ନରସିଂସିଲା ଗ୍ରାମ ଦୁଇ ଜଣ ଙ୍କ ଘରେ ଚଢ଼ାଉ କରି ତାଙ୍କୁ ଗିରଫ କରିବା ସହିତ ଜଙ୍ଗଲ ରେ ଲୁଚାଇରଖିଥିବା 5 ଗୋଟି ବନ୍ଧୁକ କୁ ଉଦ୍ଧାର କରିଥିଲେ l