Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Rajasthan
Bollywood
Breakingnews
Narendramodi
Madhya_pradesh
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ଛେଣ୍ଡିପଦା: ବାଗଡ଼ିଆ ମେଡ଼ିକାଲରେ ସଫେଇ କର୍ମଚାରୀ ସାଲାଇନ ଦେବା ଘଟଣାରେ ପ୍ରତିକ୍ରିୟା ରଖିଲେ ଡାକ୍ତର

Chhendipada, Angul | Aug 10, 2025
ବାଗଡ଼ିଆ ଡାକ୍ତରଖାନରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ । ଡାକ୍ତରଖାନରେ ଡାକ୍ତର କି ନର୍ସ ନୁହେଁ ସଫେଇ କର୍ମଚାରୀ ଦେଉଛନ୍ତି ସାଲାଇନ । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ବାଗଡ଼ିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଏହାକୁ ନେଇ ପ୍ରତିକ୍ରିୟା ରଖିଲେ ବାଗଡ଼ିଆ ଡାକ୍ତରଖାନର ଡାକ୍ତର l
ଛେଣ୍ଡିପଦା: ବାଗଡ଼ିଆ ମେଡ଼ିକାଲରେ ସଫେଇ କର୍ମଚାରୀ ସାଲାଇନ ଦେବା ଘଟଣାରେ ପ୍ରତିକ୍ରିୟା ରଖିଲେ ଡାକ୍ତର - Chhendipada News