ଚମ୍ପୁଆ: କେନ୍ଦୁଝର ପାଟଣାରେ ଧୁମ୍ଧାମରେ ପାଳିତ ହେଉଛି ୫୨ ବର୍ଷର ପୁରୁଣା କାଳୀପୂଜା
କେନ୍ଦୁଝର ଜିଲ୍ଲା ପାଟଣାରେ ପାଳିତ ହେଉଛି ପାରମ୍ପରିକ କାଳୀପୂଜା। ଦୀର୍ଘ ୫୨ ବର୍ଷ ଧରି ଚାଲି ଆସୁଥିବା ଏହି ପୂଜାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ଦେଖିବାକୁ ମିଳିଛି। ପାଟଣା ବଣିକ ସଂଘର ନୂତନ କମିଟି ଏହାର ପରିଚାଳନା କରୁଛନ୍ତି।