Public App Logo
Jansamasya
News
पुलिस
Bjp
National
Bihar
India
चुनाव
बीजेपी
भाजपा
Congress
Modi
Delhi
Viral
Up
Bollywood
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi
यूपी
कानपुर
Uttarpradesh
Haryana

କୁଚିଣ୍ଡା: ମୁକୁନ୍ଦି ଷ୍ଟାଡିୟମ୍ ଠାରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, କେନ୍ଦ୍ରାପଡ଼ା ଚ୍ୟାମ୍ପିଆନ

Kochinda, Sambalpur | Nov 21, 2025
କୁଚିଣ୍ଡା ସ୍ଥିତ ମୁକୁନ୍ଦି ଷ୍ଟାଡିୟମ୍ ଠାରେ କିଲର୍ କ୍ଳବ୍ ପକ୍ଷରୁ ଚାଲିଥିବା ପଞ୍ଚ ଦିବସୀୟ କୁଚିଣ୍ଡା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ସନ୍ଧ୍ୟା ୭ ଟାରେ ଉଦଯାପିତ ହୋଇଯାଇଛି। ଉକ୍ତ ଟୁର୍ଣ୍ଣାମେଣ୍ଟରେ ପଶ୍ଚିମ ବଙ୍ଗ ସମେତ ଓଡ଼ିଶା ର ବିଭିନ୍ନ ଜିଲ୍ଲା ରୁ ମୋଟ ୧୬ ଗୋଟି ଦଳ ଭାଗ ନେଇଥିବା ବେଳେ ଏହାର ଫାଇନାଲ ମ୍ୟାଚ୍ ରେ ଭୁବନେଶ୍ୱର ର କମାଣ୍ଡୋ ଏଲେଭେନ୍ କୁ ପରାସ୍ତ କରି କେନ୍ଦ୍ରାପଡ଼ା ଜିଲ୍ଲାର DCC ସାମନ୍ତପୁର ଚ୍ୟାମ୍ପିଆନ ହୋଇଥିଲା।

MORE NEWS