ଝାରସୁଗୁଡା: ଝାରସୁଗୁଡ଼ାରେ ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ବିଭାଗର ସମୀକ୍ଷା ବୈଠକ, ଚାଷୀଙ୍କ ଉନ୍ନତି ଉପରେ ଗୁରୁତ୍ୱ
ଝାରସୁଗୁଡ଼ାରେ ଅନୁଷ୍ଠିତ ହୋଇଛି ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ବିଭାଗର ସମୀକ୍ଷା ବୈଠକ। ଚାଷୀ, ପଶୁପାଳକ ଓ ମତ୍ସ୍ୟଜୀବୀଙ୍କ ଆର୍ଥିକ ସଶକ୍ତିକରଣ ଏବଂ ସରକାରୀ ଯୋଜନାର ସଫଳ ରୂପାୟନ ଉପରେ ଏହି ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି।