କଟକ ପୌରାଞ୍ଚଳ: କଟକ ବାଦାମବାଡ଼ିରେ ଅଡ଼ି କାର ଦୁର୍ଘଟଣା, ନମ୍ବର ପ୍ଲେଟ ଘୋଡ଼ାଇବାକୁ ନେଇ ଚର୍ଚ୍ଚା
କଟକ ବାଦାମବାଡ଼ିରେ ଏକ ଅଡ଼ି କାର ଦୁର୍ଘଟଣା ଘଟାଇଛି। ଗାଡ଼ିଟିର ଉଭୟ ସାମ୍ନା ଓ ପଛ ନମ୍ବର ପ୍ଲେଟକୁ ଘୋଡ଼ାଇ ଦିଆଯାଇଥିବା ଦେଖିବାକୁ ମିଳିଛି, ଯାହା ଏବେ ସନ୍ଦେହ ସୃଷ୍ଟି କରିଛି। ନମ୍ବର ପ୍ଲେଟ କାହିଁକି ଘୋଡ଼ା ଯାଇଥିଲା, ତାହାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।