ଦେବଗଡ: ଦେବଗଡ଼ରେ ଆଣବିକ ପ୍ରକଳ୍ପକୁ ନେଇ ବିରୋଧ, ଆନ୍ଦୋଳନ ଚେତାବନୀ ଦେଲେ ଛେପିଲିପାଲି ଗ୍ରାମବାସୀ
ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକର ଛେପିଲିପାଲି ଗ୍ରାମ ପଞ୍ଚାୟତରେ ପ୍ରସ୍ତାବିତ ଆଣବିକ ଶକ୍ତି ପ୍ରକଳ୍ପକୁ ବିରୋଧ। ବିସ୍ଥାପନ ଓ ପ୍ରଦୂଷଣ ଆଶଙ୍କାରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଲେ ଗ୍ରାମବାସୀ। ସରକାର ପୁନର୍ବିଚାର ନକଲେ ଆନ୍ଦୋଳନ ପାଇଁ ଚେତାବନୀ।