ସଦର: ଭବାନୀପାଟଣା ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପ୍ୟାରେଡ଼ରେ ଦୁଇ ସ୍କୁଲର ଛାତ୍ରଙ୍କ ମଧ୍ୟରେ ଛୁରାମାଡ
ଭବାନୀପାଟଣା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ସ୍ବାଧୀନତା ଦିବସ ପ୍ୟାରେଡ଼ ସମୟରେ ବିକାଶ ସ୍କୁଲର ଛାତ୍ର ମାଣିକେଶ୍ଵରୀ ହାଇସ୍କୁଲ ର ଛାତ୍ର ଙ୍କୁ ଛୁରାମାଡ। ପୂର୍ବରୁ ପ୍ୟାରେଡ଼ ଅଭ୍ୟାସ ସମୟରେ ତିକ୍ତତା ଥିଲା।ଛୁରାମାଡ ଦେଇ ନିଜ ପକ୍ଷରୁ ଏଫାୟାର ଦେଲେ ବିକାଶ ସ୍କୁଲର ଛାତ୍ର, ଛୁରାମାଡ ପରେ ଛାତ୍ର ଗୁରୁତର ଅବସ୍ଥାରେ ଭବାନୀପାଟଣା ମୁଖ୍ୟ ଚିିକିତ୍ସାଳୟରେ ଭର୍ତ୍ତି।ଅର୍କାବାହାଲିପଡା ରୁ ଛୁରାମାଡ ଖାଇଥିବା ଛାତ୍ର ଙ୍କ ପରିବାର ସହ ପଡାବାସୀ ଥାନା ସମ୍ମୁଖରେ ଚାପା ଉତ୍ତେଜନା ଦେଖାଦେଇଛି।