କଟକ ପୌରାଞ୍ଚଳ: ABIT କଟକରେ ଜାତୀୟ ସମ୍ମିଳନୀ 'ଅଟଳ-ବାଣୀ 2026' ଆରମ୍ଭ
କଟକର ABIT ଠାରେ 'କୃତ୍ରିମ ବୁଦ୍ଧିମତ୍ତା ଓ ତଥ୍ୟ ବିଜ୍ଞାନ' ଶୀର୍ଷକ ଦୁଇଦିନିଆ ଜାତୀୟ ସମ୍ମିଳନୀ 'ଅଟଳ-ବାଣୀ 2026' ଆୟୋଜିତ। ନଭେମ୍ବର 13 ଓ 14 ତାରିଖରେ ଚାଲିଥିବା ଏହି ସମ୍ମିଳନୀରେ ବିଶିଷ୍ଟ ଶିକ୍ଷାବିତ୍ ଓ ଗବେଷକମାନେ AI ଓ ମେସିନ୍ ଲର୍ଣ୍ଣିଂ ଭଳି ବିଷୟ ଉପରେ ଆଲୋଚନା କରିଛନ୍ତି।