ଆସିକା: ମା ତାରାତାରିଣୀ ଙ୍କ ପୀଠକୁ ଗ୍ରସ୍ତ କରି ମାଙ୍କ ଦର୍ଶନ କରିବାସହ ସେବାୟତ ଙ୍କ ଠାରୁ ଉନ୍ନୟନ କାର୍ଯ୍ୟ ପଚାରି ବୁଝିଲେ ଆସିକା ସାଂସଦ
Asika, Ganjam | Jul 6, 2025 ଗଞ୍ଜାମ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀ ଙ୍କ ଆଜି ଗ୍ରସ୍ତ କରିଛନ୍ତି ଆସିକା ସାଂସଦ ଅନିତା ସୁଭଦର୍ଶନୀ l ସାଂସଦ ଙ୍କ ଏହି ଗ୍ରସ୍ତ ସମୟରେ ଦଳର ରାଷ୍ଟ୍ରୀୟ ନେତା ଙ୍କ ସମେତ ବିଜେପି ସାଙ୍ଗଠନିକ ଜିଲ୍ଲା ଆସିକା ସଭାପତି ବିଜୟ କୁମାର ସ୍ୱାଇଁ,ବିଜେପି ନେତା ଅନିଲ କୁମାର ପଣ୍ଡା, ଯଜ୍ଞ ନାରାୟଣ ଦାଶ ଙ୍କ ସମେତ ବହୁ କର୍ମକର୍ତା ଉପସ୍ଥିତ ରହିଥିଲେ l ଏହି ଅବସରରେ ସାଂସଦ ମା ତାରାତାରିଣୀ ଙ୍କୁ ଦର୍ଶନ କରିବା ସହ ମା ଙ୍କ ନିକଟରେ ଶ୍ରୀଅଙ୍ଗ ଲାଗି ସେବାୟତ ବାପୁଜୀ ରଣା ସ୍ୱତନ୍ତ୍ର ପୂଜାର୍ଚନା କରାଇଥିଲେ l