ଖରିଆର: 65ମ SAHAANI CUP Football Tournament ଆସନ୍ତା 23-30 September, Khadiyal ଓ Nuapada
ଓଡ଼ିଶାର ପ୍ରତିଷ୍ଠିତ ସାହାଣୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର 65ତମ ସଂସ୍କରଣ 23 ସେପ୍ଟେମ୍ବର ରୁ 30 ସେପ୍ଟେମ୍ବର 2026 ପର୍ଯ୍ୟନ୍ତ ନୂଆପଡ଼ା ଓ ଖଡ଼ିଆଳରେ ଆୟୋଜିତ ହେବ। ଏହି ସମ୍ମିଳନୀରେ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଓ ଜିଲ୍ଲା ଫୁଟବଲ୍ ସଂଘ ସଂପାଦକ ପ୍ରକାଶ କୁମାର ସାହୁ ଉପସ୍ଥିତ ଥିଲେ।