ସୁକିନ୍ଦା: ପଟୁଣିଆରେ 41ତମ ଗଜଲକ୍ଷ୍ମୀ ଅଷ୍ଟଲକ୍ଷ୍ମୀ ପୂଜା: ପାଇକ ଆଖଡ଼ାରେ ମନ ମୋହିଲେ କଳାକାର
Sukinda, Jajpur | Oct 27, 2026 ଖୋର୍ଦ୍ଧା ପଟୁଣିଆରେ 41ତମ ଗଜଲକ୍ଷ୍ମୀ ଅଷ୍ଟଲକ୍ଷ୍ମୀ ପୂଜା ମହୋତ୍ସବ ଅନୁଷ୍ଠିତ। ସଭାପତି ରମେଶ ରାଉତଙ୍କ ନେତୃତ୍ୱରେ ଆୟୋଜିତ ଏହି ଉତ୍ସବରେ ଖୋର୍ଦ୍ଧା ପାଇକ ଆଖଡ଼ା ଖେଳ ଦର୍ଶକଙ୍କ ମନ ଜିଣିଛି।