ଛତ୍ରପୁର: ବ୍ରହ୍ମପୁରରେ 20 ଜଣ ମହିଳାଙ୍କୁ ମିଳିଲା ନାରୀ ଶକ୍ତି ସମ୍ମାନ
ଶାରଦୀୟ ଦୁର୍ଗା ପୂଜା ଅବସରରେ ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ବ୍ରହ୍ମପୁରରେ ୨୦ ଜଣ ମହିଳାଙ୍କୁ ନାରୀ ଶକ୍ତି ସମ୍ମାନ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡ଼ା. ଐଶ୍ୱର୍ଯ୍ୟା ବିଶ୍ଵାଳ ଯୋଗ ଦେଇ ମହିଳା ସଶକ୍ତିକରଣ ଓ ସରକାରୀ ଯୋଜନା ବିଷୟରେ ଆଲୋକପାତ କରିଥିଲେ।