କଟକ ପୌରାଞ୍ଚଳ: କଟକ ମହାନଦୀ ବ୍ୟାରେଜ୍ ଡିଭିଜନ ଉପରେ କୋର୍ଟଙ୍କ ନୋଟିସ, ନିଲାମ ହୋଇପାରେ ସମ୍ପତ୍ତି
କଟକ ଗଣ୍ଡରପୁରସ୍ଥିତ ମହାନଦୀ ବ୍ୟାରେଜ୍ ଡିଭିଜନ ଅଫିସ ଉପରେ କୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ। ୩୧ କୋଟି ୩୮ ଲକ୍ଷ ଟଙ୍କାରୁ ଅଧିକ ବକେୟା ପାଇଁ ଜବତ ହୋଇଛି କାର୍ଯ୍ୟାଳୟ କୋଠା। ଟଙ୍କା ପୈଠ ନ କଲେ ହେବ ନିଲାମ।