ନୟାଗଡ: ନୟାଗଡ଼: ବ୍ରିଟିଶ ଅମଳର ମାଳିସାହି ଫାଣ୍ଡି ସ୍ଥାନାନ୍ତରକୁ ନେଇ ବିରୋଧ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ
ନୟାଗଡ଼ ସଦର ଥାନା ଅନ୍ତର୍ଗତ ମାଳିସାହିର ବ୍ରିଟିଶ ଅମଳର ଫାଣ୍ଡି ସ୍ଥାନାନ୍ତରକୁ ବିରୋଧ କରି ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀଙ୍କ ଦାବି। ସୁରକ୍ଷା ଦୃଷ୍ଟିରୁ ଫାଣ୍ଡିକୁ ପୂର୍ବ ସ୍ଥାନରେ ବଜାୟ ରଖିବାକୁ ଜଣାଇଲେ ଅନୁରୋଧ।