କଣ୍ଟାମାଳ: ଘଣ୍ଟାପଡ଼ା ଡିଗ୍ରୀ କଲେଜରେ ବିଶ୍ଵ ଏଡ୍ସ୍ ଦିବସରେ ସଚେତନତା କାର୍ଯ୍ୟକ୍ରମ
ଘଣ୍ଟାପଡ଼ା ଡିଗ୍ରୀ କଲେଜରେ ବିଶ୍ଵ ଏଡ୍ସ୍ ଦିବସରେ ସଚେତନତା କାର୍ଯ୍ୟକ୍ରମ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ାସ୍ଥିତ ଆଞ୍ଚଳିକ ଗ୍ରାମପଞ୍ଚାୟତ ଡିଗ୍ରୀ କଲେଜରେ ବିଶ୍ଵ ଏଡ଼ସ୍ ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଯୁବ ରେଡକ୍ରସର ସଂଯୋଜକ ମାନସ ରଂଜନ ବକୁଳ ଙ୍କ ସଂଯୋଜନା ତଥା ଅଧ୍ୟକ୍ଷ ଗିରିଧର ବେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତାସଭାରେ ମୁଖ୍ୟଅତିଥି ଭାବେ କଲେଜର ପ୍ରତିଷ୍ଠାତା ସଦସ୍ୟ ପ୍ରଭାତ କୁମାର ସାହୁ ଯୋଗଦେଇ ଏଡ୍ସ ବ୍ୟାଧିର ଦୁରିକରଣ ଉପରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟବକ୍ତା ଭାବେ ଡା: