Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
राजनीति
मौत
बीजेपी
भाजपा
विधायक
Congress
Accident
Modi
Delhi
Viral
राजस्थान
Odisha
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Pmmodi
Kerala
Rahulgandhi
स्कूल

ସୋର: ଟେଣ୍ଟେଇ ଗ୍ରାମରେ ଡକାୟତି ପାଇଁ ପ୍ରସ୍ତୁତ ହେଉଥିବା ବେଳେ ମାଡି ବସିଲା ପୁଲିସ, ୫ ଗିରଫ

Soro, Balasore | Dec 15, 2025
ସୋର ବ୍ଲକ ଟେଣ୍ଟେଇ ପଞ୍ଚାୟତରେ ଥିବା ଏକ ମନ୍ଦିର ନିକଟରେ ଡକାୟତି କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ସୋର ପୁଲିସ ଚଢ଼ାଉ କରି ପାଞ୍ଚ ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ଏହି ମନ୍ଦିର ନିକଟରେ ଗତକାଲି ରାତିରେ ୫ ଜଣ ଡକାୟତ ଡକାୟତି କରିବା ପାଇଁ ପ୍ରସ୍ତୁତ ହେଉଥିବା ସୋର ପୁଲିସ ଖବର ପାଇ ଚଢ଼ାଉ କରିଥିଲା। ଫଳରେ ସେଠାରେ ଥିବା ପଥରପେଣ୍ଠ ଗ୍ରାମର ଶରତ ମହାଳିକ (୨୫),ଖଇରା ଥାନା ଗଣ୍ଡୁଆ ଗ୍ରାମର ଲକ୍ଷ୍ମୀକାନ୍ତ ପଣ୍ଡା (୨୨), ଖନ୍ତାପଡ଼ା ପାଟଣା ଗ୍ରାମର ଯଶୋବନ୍ତ ମଳିକ (୧୯), ଟେଣ୍ଟେଇ ଗ୍ରାମର ମାନସ ମଳିକ (୧୯) ଏବଂ ରାକେଶ ମଳିକକୁ ଗିରଫ କରିଛନ୍ତି।