ଝାରସୁଗୁଡା: ଝାରସୁଗୁଡ଼ାରେ ପୋଲିସର ମର୍ଣ୍ଣିଂ ବ୍ରିଫିଂ ଓ ପରେଡ୍, କର୍ତ୍ତବ୍ୟନିଷ୍ଠା ଉପରେ ଗୁରୁତ୍ୱ
ଝାରସୁଗୁଡ଼ା ପୋଲିସ ପକ୍ଷରୁ କର୍ମଚାରୀଙ୍କ ପାଇଁ ଆୟୋଜିତ ହେଲା ମର୍ଣ୍ଣିଂ ବ୍ରିଫିଂ ଓ ପରେଡ୍। ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ସାଧାରଣ ଜନତାଙ୍କ ସୁରକ୍ଷା ଉପରେ ଦିଆଗଲା ଗୁରୁତ୍ୱ। ପୋଲିସ ବାହିନୀର କାର୍ଯ୍ୟକ୍ଷମତା ବୃଦ୍ଧି କରିବାକୁ ପ୍ରୟାସ।