କାଶୀନଗର: କାଶୀନଗର ଟିପିଏସଓଡ଼ିଏଲ କାର୍ଯ୍ୟାଳୟରେ ମା ମହିଷା ମାର୍ଦିନୀଙ୍କ ପୂଜା
କାଶୀନଗର ଟିପିଏସଓଡ଼ିଏଲ କାର୍ଯ୍ୟାଳୟରେ ଶାରଦୀୟ ଦୁର୍ଗାପୂଜା ପାଳନ ହେଉଛି। ସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ମା ମହିଷା ମାର୍ଦିନୀଙ୍କୁ ପୂଜାର୍ଚ୍ଚନା କରାଯିବ। ଏସ ଡ଼ି ଓ ବିଷ୍ଣୁ ପ୍ରସାଦ ବେହେରା ଓ ଯନ୍ତ୍ରୀ ବିଶ୍ୱନାଥ ରାଉତଙ୍କ ତତ୍ତ୍ୱାବଧାନରେ ଏହି ପୂଜା ଅନୁଷ୍ଠିତ ହେଉଛି।