ଏମ.ଭି ୭୯: ଏମଭି ୬୫ ଗ୍ରାମରେ ଅନୁଷ୍ଠିତ ଦୁର୍ଗାପୂଜା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚରେ ଚାମ୍ପିଅନ ହେଲା ବାପନପଲ୍ଲୀ
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୬୫ ଗ୍ରାମରେ ଅନୁଷ୍ଠିତ ଦୁର୍ଗାପୂଜା କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ଏହି ମ୍ୟାଚରେ ଚାମ୍ପିଅନ ହୋଇଛି ବାପନପଲ୍ଲୀ ଗ୍ରାମ।