ପୁରୀ ମ୍ୟୁନିସିପାଲଟି: ପୁରୀର ଷଷ୍ଠ ତମ ରଥଯାତ୍ରା ସେବା ସମ୍ମାନ କାର୍ଯ୍ୟକ୍ରମ ମନ୍ତ୍ରୀ ପୃଥ୍ୱୀରାଜଙ୍କ ଅଂଶଗ୍ରହଣ
Puri M, Puri | Sep 11, 2026 ପୁରୀ ଟାଉନ୍ ହଲରେ ଆୟୋଜିତ ଷଷ୍ଠ ତମ ରଥଯାତ୍ରା ସେବା ସମ୍ମାନ କାର୍ଯ୍ୟକ୍ରମରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସେଣ୍ଟ୍ରାଲ୍ ରେଞ୍ଜ୍ର IG ଶ୍ରୀ ସତ୍ୟଜିତ ନାୟକ, ଏବଂ ଅନ୍ୟାନ୍ୟ ମୁଖ୍ୟ ବ୍ୟକ୍ତିଗତ ଉପସ୍ଥିତ ଥିଲେ। ସେବାୟତଙ୍କୁ ରଥଯାତ୍ରା ସେବା ପାଇଁ ସମ୍ମାନିତ କରାଗଲା।