ଖଣ୍ଡପଡ଼ା ବ୍ଲକ ଶିଖରପୁର ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ଓ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ। ଦାବି ପୂରଣ ନହେଲେ ରାସ୍ତା ରୋକ ଚେତାବନୀ।