ପାରଳାଖେମୁଣ୍ଡି: ବାଳ-ମୁକୁନ୍ଦ କେନ୍ଦ୍ର ପକ୍ଷରୁ କାର୍ତ୍ତିକ ଦୀପୋତ୍ସବ ଓ ସଂସ୍କାରମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଳ-ମୁକୁନ୍ଦ କେନ୍ଦ୍ର ପକ୍ଷରୁ ଜଗଦମ୍ବା ମାତାଜୀଙ୍କ ଆବିର୍ଭାବ ତିଥି ଓ କାର୍ତ୍ତିକ ଦୀପୋତ୍ସବ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଛାତ୍ର ଶିବିର ସହ ଶ୍ରୀରସିକରାଜ ମନ୍ଦିରରେ ଆକାଶଦୀପ ପ୍ରଜ୍ଜ୍ୱଳନ ଓ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଡାଙ୍ଗ ଦେଖା ନୀତି ସମ୍ପନ୍ନ।