Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

ସମ୍ବଲପୁର ମ୍ୟୁନିସିପାଲଟି: ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସୁଚନା

Sambalpur M, Sambalpur | Jul 17, 2025
ହୀରାକୁଦ ଜଳଭଣ୍ଡାର ଠାରୁ ଆଜି ଦିନ 9 ଟା 19 ମିନିଟ ସୁଦ୍ଧା ମୋଟ୍ 2 ଗୋଟି ଗେଟ୍ ମାଧ୍ୟମରେ ବନ୍ୟାଜଳ ନିଷ୍କାସନ କରାଯାଉଛି।ହୀରାକୁଦ ଜଳଭଣ୍ଡାର ଜଳସ୍ତର 609 ଦଶମିକ 12 ଫୁଟ୍ ରହିଥିବା ବେଳେ ବାମପଟେ ଗୋଟିଏ ଓ ଡ଼ାହାଣ ପଟେ ଗୋଟିଏ ମୋଟ 2 ଗୋଟି ଗେଟ୍ ମାଧ୍ୟମରେ ବନ୍ୟାଜଳ ନିଷ୍କାସନ କରାଯାଉଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ 1 ଲକ୍ଷ 06 ହଜାର 196 କ୍ୟୁସେକ ବନ୍ୟାଜଳ ପ୍ରବେଶ କରିଥିବା ବେଳେ ପ୍ରତି ସେକେଣ୍ଡରେ ପାୱାର ଚେନେଲ, ଶିଳ୍ପାଞ୍ଚଳ ,କେନାଲ ସମେତ ମୋଟ୍ 2 ଗୋଟି ଗେଟ୍ ଦେଇ ମୋଟ 65 ହଜାର 367 ବନ୍ୟାଜଳ ନିଷ୍କାସନ କରାଯାଉଛି।

MORE NEWS