Public App Logo
Jansamasya
News
Bjp
National
Police
Bihar
India
कांग्रेस
बीजेपी
Gujarat
Accident
Congress
Modi
Delhi
Viral
मारपीट
Jharkhand
Breakingnews
Narendramodi
Nitishkumar
Madhya_pradesh
Nsui
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews

ଚିକିଟି: ଯାମ ନାଳର ପାଣିକୁ ଚେକ ଡେମ୍ କରି ଜଳସେଚନ ବ୍ୟବସ୍ଥା କରିବାକୁ ଦାବି କରି ଯାମ ନାଳ ନିକଟରେ ପ୍ରତିକ୍ରିୟା ରଖିଲେ ଆପ୍ ନେତା

Chikiti, Ganjam | Nov 27, 2025
ପାତ୍ରପୁର ବ୍ଲକରେ ଥିବା ଯାମ ନାଳର ପାଣିକୁ ଚେକ ଡେମ୍ କରି ଜଳସେଚନ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଚିକିଟି ନିର୍ବାଚନ ମଣ୍ଡଳୀର ଆପ୍ ନେତା ଡୁକା ଶ୍ରୀନିବାସ ରେଡ୍ଡୀ। ଏହାକୁ ଚେକ୍ ଡ୍ୟାମ କରାଗଲେ ପନ୍ଦରରୁ ଅଧିକ ପଂଚାୟତର ଚାଷୀ ଉପକୃତ ହେବେ ବୋଲି କହି ଗୁରୁବାର ପୂର୍ବାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ।

MORE NEWS

No related stories for this location.