Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
मौत
Accident
Congress
Modi
Delhi
Viral
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ସିମୁଳିଆ: ତାଳପଦା ଗ୍ରାମ ରେ ବିଦ୍ୟୁତ ତାର ଛିଣ୍ଡି ଜଳିଗଲା ଧାନ

Similia, Balasore | Dec 20, 2025
ବିଦ୍ୟୁତ ବିଭାଗ ର ଅବହେଳା ପାଇଁ ବିଦ୍ୟୁତ ତାର ଛିଣ୍ଡି ଜଳିଗଲା ୫ଜଣ ଚାଷୀ ଙ୍କର ବର୍ଷକର ଅମଳ ଧାନ l ରେମୁଣା ବ୍ଲକ ତାଳପଦା ଗ୍ରାମର ପାଞ୍ଚ ଜଣ ଚାଷୀ ଙ୍କ ବର୍ଷକ ର ଅମଳ ଧାନ ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ୨୦ ପଣ ରୁ ଅଧିକ କଳେଇ ପୋଡ଼ି ଯାଇଛି। ଉପରେ ଥିବା ଟାଟା ପାୱାର ର ୧୧ କେଭି ବିଦ୍ୟୁତ ତାର ଛିଡ଼ି ବାଡ଼ି ରେ ଥିବା ଧାନ କଲେଇ ପୋଡି ପାଉଁଶ ହୋଇଯାଇଛି l ଖବର ପାଇ ଆଜି ଘଟଣା ସ୍ଥଳରେ ବାହାନଗା ଅଗ୍ନିଶମ ବାହିନୀ ପହଂଚି ନିଆଁ କୁ ଆୟତ୍ତ କରିଥିଲେ। ବିଦ୍ୟୁତ ବିଭାଗ ର ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା ନେଇ ସ୍ଥାନୀୟ ସରପଞ୍ଚ ପ୍ରକାଶ କରିଛନ୍ତି l