Public App Logo
Jansamasya
News
पुलिस
Bjp
National
Bihar
बिहार
बीजेपी
भाजपा
विधायक
Congress
Modi
Delhi
Viral
Crime
Jharkhand
Up
Breakingnews
Narendramodi
Madhya_pradesh
Pmmodi
पटना
Rahulgandhi
Haryana
शादी
Crimenews
Bhind
Breaking
Election
Politics

ସିମୁଳିଆ: କାର୍ଯ୍ୟ ର ଅବହେଳା ନେଇ କୁପାରୀ ବନପାଳ କୁ ବଦଳି କଲେ ଡିଏଫଓ

Similia, Balasore | Dec 21, 2025
କାର୍ଯ୍ୟ ର ଅବହେଳା ନେଇ ବନପାଳ ଅଧିକାରୀ ଙ୍କୁ ବଦଳି କଲେ ଡ଼ିଏଫଓ l ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ରେ ଏକ ହାତୀ ଦୁଇ ଦିନ ତଳେ ଜନବସତି ଭିତରକୁ ପଶି ବିଭିନ୍ନ କ୍ଷୟକ୍ଷତି କରିବା ସହିତ ଗୋଟିଏ ଲୋକ ଙ୍କ ଜୀବନ ମଧ୍ୟ ନେଇଥିଲା l ଯାହାକୁ ନେଇ ଅଂଚଳବାସି ମାନେ ବାଲେଶ୍ୱର ଡିଏଫଓ ପ୍ରଫୁଲ୍ଲ ମଲ୍ଲିକ ଓ ସୋର ରେଞ୍ଜ ର ରେଞ୍ଜର ହରିହର ମାଝୀ ଙ୍କ ନିକଟରେ କୁପାରୀ ବନପାଳ ଅଧିକାରୀ ନରେଶ ସିଂ ଙ୍କକାର୍ଯ୍ୟର ଅବହେଳା ଦର୍ଶାଇ ଥିଲେ l ବନ ବିଭାଗ ତଦନ୍ତ କରି ଆଜି ନରେଶ ସିଂ ଙ୍କ ଜଳେଶ୍ଵର କୁ ବଦଳି କରିଥିବା ଏ ନେଇ ଆଜି ରବିବାର ଅପରାହ୍ନ 2 ଘଟିକା ସମୟରେ ରେଞ୍ଜର ପକ୍ଷରୁ ସୂଚନା ମିଳିଛି l
ସିମୁଳିଆ: କାର୍ଯ୍ୟ ର ଅବହେଳା ନେଇ କୁପାରୀ ବନପାଳ କୁ ବଦଳି କଲେ ଡିଏଫଓ - Similia News