SMS News Bureau Rourkela
ବିରେନ୍ଦ୍ର ନାରାୟଣ ସ୍ବାଇଁ ଜଟିଆ ସିପିସି ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ।
CPC ନିର୍ବାଚନ ରେ ବିରେନ୍ଦ୍ର ନାରାୟଣ ସ୍ବାଇଁ (ଜଟିଆ) ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ। ଏଥି ସହ ତାଙ୍କର ପୁରା ପ୍ୟାନେଲ ମଧ୍ୟ ବାଜିମାତ୍ କରିଛି। ସେହିପରି ବିଶୁ ଦେ ମଧ୍ୟ କୋଷାଧ୍ୟକ୍ଷ ଭାବେ ବାଜିମାତ୍ କରିଛନ୍ତି। ଆଜି ପାନପୋଷ ଆଇଟିଡିଏ ହଲ୍ ରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ବେଳେ ଦୁର୍ଗା, ଲକ୍ଷ୍ମୀ ଓ କାଳୀ ପୂଜା କମିଟି ସଦସ୍ୟମାନେ ଭୋଟ ଦେଇଥିଲେ।