ମାର୍ଶାଘାଇ: ଜିଲ୍ଲା ପରିଷଦ ସଦସ୍ୟ ପ୍ରତାପ ମଲ୍ଲିକଙ୍କ ବଡ଼ ଭାଇ ବିଚିତ୍ରାନନ୍ଦ ମଲ୍ଲିକଙ୍କ ପରଲୋକ
ଜିଲ୍ଲା ପରିଷଦ ସଦସ୍ୟ ପ୍ରତାପ ମଲ୍ଲିକଙ୍କ ବଡ଼ଭାଇ ବିଜୁ ଜନତା ଦଳର ଲଢୁଆ ଯୁବନେତା ବିଚିତ୍ରାନନ୍ଦ ମଲ୍ଲିକ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ପୂର୍ବ ତନ୍ତ୍ରାଳୟ ମନ୍ତ୍ରୀ ଅତନୁ ସାବ୍ୟସଚି ନାୟକ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।