ଆଜି ଦିନ ୧୨ ଟା ସମୟରେ ବିଜେପି ର ଏକ ପ୍ରତିନିଧି ମଣ୍ଡଳୀ ବିଜେପି ଜ଼ୀଲ୍ଲା ଉପ ସଭାପତି ସୁରେନ୍ଦ୍ର ଭିତ୍ରିଆ ଙ୍କ ନେତୃତ୍ୱରେ ଏସପି ପ୍ରତ୍ୟସୁ ଦିବାକର ଙ୍କୁ ଦେଖା କରିଥିଲେ ଆଉ ବିଭିନ୍ନ ଦାବି ଉପରେ ଆଲୋଚନା କରିଥିଲେ। ଏହି ପ୍ରତିନିଧି ମଣ୍ଡଳୀ ରେ ବିଜେପି ନେତା ସୁରେନ୍ଦ୍ର ଭିତ୍ରିଆ ଙ୍କ ସମେତ ବରିଷ୍ଠ ଆଇନଜୀବୀ ପ୍ରଭାତ ନନ୍ଦ, ବିଜେପି ଯୁବନେତା ସୁମନ୍ତ ଚଲାନ ପ୍ରମୁଖ ଉପସ୍ଥିତ ଥିଲେ।