Public App Logo
Jansamasya
News
Maharashtra
Bjp
National
Police
Bihar
India
चोरी
बीजेपी
Uttar_pradesh
Gujarat
Accident
Congress
Modi
Delhi
Viral
पेट्रोल
Up
Bollywood
Breakingnews
Narendramodi
Madhya_pradesh
Mp
Pmmodi
Telangana
Rahulgandhi
Chhattisgarh
Uttarpradesh
Haryana

Big Blow to Maoists! DVF Recovers Huge Cache of Arms & Explosives in Koraput Forest. 6 Guns, 11 Tiffin Bombs Seized: Security Forces Score Big Against Maoists . #odisha

MORE NEWS

*ଖାଦ୍ଯ ବିଷାକ୍ତ ଜନିତ ରୋଗରେ ପୀଡିତ ମହିଳା ଆପୋଲୋ ହସ୍ପିଟାଲ୍ସରେ ଜୀବନ ଫେରି ପାଇଲେ*

ରାଉରକେଲା ୪/୭,  ସୁନ୍ଦରଗଡ ଜିଲ୍ଲା ବରସୁଆଁର ରହୁଥିବା ଶ୍ରୀମତୀ ସ୍ବୟଂପ୍ରଭା ବେହେରା (୨୪ ବର୍ଷ) ବୁଧବାର ସକାଳେ ବଜାରରେ ବିକ୍ରୀ ହେଉଥିବା ବରା ଖାଇ ଅସୁସ୍ଥତା ଅନୁଭବ କରିଥିଲେ। ପରେ ବାନ୍ତି ହେବାରୁ, ତାଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା ଏବଂ ପରେ ହାଇଟେକ୍ ମେଡିକାଲ କଲେଜ ନିଆଯାଇଥିଲା। ହାଇଟେକ୍ ମେଡିକାଲ କଲେଜ ତାଙ୍କୁ ଆଇସିୟୁର ବ୍ଯବସ୍ଥା ନଥାଇ ଫେରାଇ ଦେବାରୁ, ରୋଗୀଙ୍କୁ ରାଉରକେଲା ଆପୋଲୋ ହସ୍ପିଟାଲ୍ସକୁ ନେଇଥିଲେ ତାଙ୍କ ସ୍ବାମୀ। ଆପୋଲୋ ହସ୍ପିଟାଲ୍ସରେ ପହଞ୍ଚିବା ବେଳକୁ ରୋଗୀ ଶୋଚନୀୟ ପରିସ୍ଥିତି ଦେଇ ଗତି କରୁଥିଲେ।
     ଖାଦ୍ୟ ବିଷାକ୍ତ ଜନିତ ରୋଗରେ ପୀଡ଼ିତ ସ୍ବୟଂପ୍ରଭାଙ୍କୁ ତୁରନ୍ତ କ୍ରିଟିକାଲ୍ କେୟାର ୟୁନିଟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଚେତଭ ରେଡ୍ଡୀ ତାଙ୍କୁ ଚିକିତ୍ସା କରିଥିଲେ। ଦୁଇ ଦିନ ଧରି ଚିକିତ୍ସା କରିବା ପରେ ଖାଦ୍ୟ ବିଷାକ୍ତ ଜନିତ (ଫୁଡ ପଏଜନ୍) ରୋଗରୁ ଆରୋଗ୍ୟଲାଭ କରିଥିଲେ ଶ୍ରୀମତୀ ସ୍ବୟଂପ୍ରଭା ବେହେରା । ଆପୋଲୋ ହସ୍ପିଟାଲ୍ସର କ୍ରିଟିକାଲ୍ କେୟାର ୟୁନିଟର ଡାକ୍ତର ଚେତଭ ରେଡ୍ଡି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଏଭଳି ଫୁଡ୍ ପଏଜନ୍ ଜନିତ ଘଟଣା ହଜାରରେ ଗୋଟିଏ ଦେଖିବାକୁ ମିଳେ, ଯାହାକି ରୋଗୀ ସ୍ବୟଂପ୍ରଭାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥିଲା। ସେ ଆରୋଗ୍ୟଲାଭ କରିଥିବାରୁ ଆପୋଲୋ ହସ୍ପିଟାଲ୍ସ କ୍ଷେତ୍ରରେ ଏହା ଏକ ଗୁରୁତ୍ତ୍ୱପୂର୍ଣ୍ଣ ଚିକିତ୍ସା ବୋଲି ବିବେଚନା କରାଯାଉଛି।

*ଖାଦ୍ଯ ବିଷାକ୍ତ ଜନିତ ରୋଗରେ ପୀଡିତ ମହିଳା ଆପୋଲୋ ହସ୍ପିଟାଲ୍ସରେ ଜୀବନ ଫେରି ପାଇଲେ* ରାଉରକେଲା ୪/୭, ସୁନ୍ଦରଗଡ ଜିଲ୍ଲା ବରସୁଆଁର ରହୁଥିବା ଶ୍ରୀମତୀ ସ୍ବୟଂପ୍ରଭା ବେହେରା (୨୪ ବର୍ଷ) ବୁଧବାର ସକାଳେ ବଜାରରେ ବିକ୍ରୀ ହେଉଥିବା ବରା ଖାଇ ଅସୁସ୍ଥତା ଅନୁଭବ କରିଥିଲେ। ପରେ ବାନ୍ତି ହେବାରୁ, ତାଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା ଏବଂ ପରେ ହାଇଟେକ୍ ମେଡିକାଲ କଲେଜ ନିଆଯାଇଥିଲା। ହାଇଟେକ୍ ମେଡିକାଲ କଲେଜ ତାଙ୍କୁ ଆଇସିୟୁର ବ୍ଯବସ୍ଥା ନଥାଇ ଫେରାଇ ଦେବାରୁ, ରୋଗୀଙ୍କୁ ରାଉରକେଲା ଆପୋଲୋ ହସ୍ପିଟାଲ୍ସକୁ ନେଇଥିଲେ ତାଙ୍କ ସ୍ବାମୀ। ଆପୋଲୋ ହସ୍ପିଟାଲ୍ସରେ ପହଞ୍ଚିବା ବେଳକୁ ରୋଗୀ ଶୋଚନୀୟ ପରିସ୍ଥିତି ଦେଇ ଗତି କରୁଥିଲେ। ଖାଦ୍ୟ ବିଷାକ୍ତ ଜନିତ ରୋଗରେ ପୀଡ଼ିତ ସ୍ବୟଂପ୍ରଭାଙ୍କୁ ତୁରନ୍ତ କ୍ରିଟିକାଲ୍ କେୟାର ୟୁନିଟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଚେତଭ ରେଡ୍ଡୀ ତାଙ୍କୁ ଚିକିତ୍ସା କରିଥିଲେ। ଦୁଇ ଦିନ ଧରି ଚିକିତ୍ସା କରିବା ପରେ ଖାଦ୍ୟ ବିଷାକ୍ତ ଜନିତ (ଫୁଡ ପଏଜନ୍) ରୋଗରୁ ଆରୋଗ୍ୟଲାଭ କରିଥିଲେ ଶ୍ରୀମତୀ ସ୍ବୟଂପ୍ରଭା ବେହେରା । ଆପୋଲୋ ହସ୍ପିଟାଲ୍ସର କ୍ରିଟିକାଲ୍ କେୟାର ୟୁନିଟର ଡାକ୍ତର ଚେତଭ ରେଡ୍ଡି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଏଭଳି ଫୁଡ୍ ପଏଜନ୍ ଜନିତ ଘଟଣା ହଜାରରେ ଗୋଟିଏ ଦେଖିବାକୁ ମିଳେ, ଯାହାକି ରୋଗୀ ସ୍ବୟଂପ୍ରଭାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥିଲା। ସେ ଆରୋଗ୍ୟଲାଭ କରିଥିବାରୁ ଆପୋଲୋ ହସ୍ପିଟାଲ୍ସ କ୍ଷେତ୍ରରେ ଏହା ଏକ ଗୁରୁତ୍ତ୍ୱପୂର୍ଣ୍ଣ ଚିକିତ୍ସା ବୋଲି ବିବେଚନା କରାଯାଉଛି।

Raurkela M, Sundargarh | Jul 4, 2026

କାଟି _ଖିନ _ଭିନ୍ନ _କରିଦିଅ _ମୋ _ଭଉଣୀକୁ

କାଟି _ଖିନ _ଭିନ୍ନ _କରିଦିଅ _ମୋ _ଭଉଣୀକୁ

Raurkela M, Sundargarh | Jul 4, 2026

ମହିଳା IIC ଙ୍କ ମୃତ୍ୟର କାରଣ ସନ୍ଦେହ ଜନକ..

ଝୁଲନ୍ତା ଅବସ୍ଥାରେ ଚାଉଳିଆଗଞ୍ଜ ଥାନା ଆଇଆଇସିଙ୍କ ମୃତଦେହ ଉଦ୍ଧାର

ମୃତ୍ୟୁର କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି।

ଏହା ଆଶ୍ଚର୍ୟ୍ଯ ଲାଗିଲେ ବି ସତ୍ୟ ଅଟେ 

ଏତେ ଦୃଢ଼ ମନା ପୋଲିସ୍ ଅଧିକାରୀ ମାନସିକ ଅବସ୍ଥାରେ କଣ ହାରି ଯାଇପାରେ ??  

କଣ ହୋଇପାରେ ମୃତ୍ୟୁର କାରଣ?

ମହିଳା IIC ଙ୍କ ମୃତ୍ୟର କାରଣ ସନ୍ଦେହ ଜନକ.. ଝୁଲନ୍ତା ଅବସ୍ଥାରେ ଚାଉଳିଆଗଞ୍ଜ ଥାନା ଆଇଆଇସିଙ୍କ ମୃତଦେହ ଉଦ୍ଧାର ମୃତ୍ୟୁର କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି। ଏହା ଆଶ୍ଚର୍ୟ୍ଯ ଲାଗିଲେ ବି ସତ୍ୟ ଅଟେ ଏତେ ଦୃଢ଼ ମନା ପୋଲିସ୍ ଅଧିକାରୀ ମାନସିକ ଅବସ୍ଥାରେ କଣ ହାରି ଯାଇପାରେ ?? କଣ ହୋଇପାରେ ମୃତ୍ୟୁର କାରଣ?

Raurkela M, Sundargarh | Jul 4, 2026

Big Blow to Maoists! DVF Recovers Huge Cache of Arms & Explosives in Koraput Forest. 6 Guns, 11 Tiffin Bombs Seized: Security Forces Score Big Against Maoists . #odisha - Raurkela M News