ସମ୍ବଲପୁର ମ୍ୟୁନିସିପାଲଟି: ଅଫିସରେ 2 ଜଣ ରେଳ କର୍ମଚାରୀଙ୍କୁ ପୁରସ୍କୃତ କଲେ ଡିଆରଏମ
2 ରେଳ କର୍ମଚାରୀ ପୁରସ୍କୃତ କଲେ DRM ମିଳିଥିବା ସୂଚନା ଅନୁଯାଇ ପିକେ ସାହୁ, ସିଏମ ଖରସେଲ ଙ୍କୁ ସୁରକ୍ଷିତ ରେଳ ଚଳାଚଳ ପ୍ରତି କର୍ତ୍ତବ୍ୟନିଷ୍ଠା ନିରାପତ୍ତା ପ୍ରତି ସଜାଗ, ନିୟମ ଉପରେ ଭଲ ଭାବେ ରେ ଅବଗତ ପାଇଁ ଆଜି ଦିନ 12ଟାରେ ରେଳ ମଣ୍ଡଳ ଅଫିସରେ ପୁରସ୍କୃତ କରାଯାଇଛି l ଏ ନେଇ ରେଳ ମଣ୍ଡଳ PRO ସୂଚନା ଦେଇଛନ୍ତି l