ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାର ଆଜି ହେଉଛି ଶେଷ ଦିନ
ସମ୍ବଲପୁର ର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାର ଆଜି ହେଉଛି ଶେଷ ଦିନ l ଗତକାଲି ବିଳମ୍ବିତ ରାତିରେ 12ଟାରେ ଦେବ ଦମ୍ପତିଙ୍କ ଯୁଗଳ ବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେବା ଶହ ନଗର ପରିକ୍ରମା କରିଥିଲେ l ପୁରା ରାତି ତମାମ ବଡ଼ବଜ଼ାର ର ଶିତେଳେଶ୍ୱର ବାବା, ଠାକୁର ପଡା ର ଗୁପ୍ତେଶ୍ୱର ବାବା, ନନ୍ଦପଡା ର ବମ ବରାଡ଼ ବାଲୁଙ୍କେଶ୍ୱର, ମୋଡ଼ିପଡ଼ା ର ଜାଗେଶ୍ୱର ବାବା ଓ ଝାଡୁଆପଡା ର ଲୋକନାଥ ବାବା, ଙ୍କ ଯୁଗଳ ଦର୍ଶନ ଶ୍ରଦ୍ଧାଳୁ ମାନେ କରିଥିଲେ l ଏହି ଯୁଗଳ ଦର୍ଶନ ଶୋଭାଯାତ୍ରାରେ ଅନେକ ସାଂସ୍କୃତିକ ଦଳ ମଧ୍ୟ ଭାଗ ନେଇଥିଲେ l ଭୋର ରୁ ଏହି ନଗର ପରିକ୍ରମା କିଛି ସମୟ ପାଇଁ ବନ୍ଦ ରହ