ଗତକାଲି ଠାରୁ ବଡବିଲ ଓ ଯୋଡା ସହରର ଏକାଧିକ ପଡ଼ିଆରେ ଚାଲିଛି ସାଂସଦ ଖେଳ ମହୋତ୍ସବ। ସେହି କ୍ରମରେ ଆଜି ଯୋଡା ସେଣ୍ଟ୍ରାଲ ଗ୍ରାଉଣ୍ଡରେ ଖେଳ ମହୋତ୍ସବ କାର୍ଯ୍ୟକ୍ରମରେ ବଡବିଲ ତହସିଲଦାର ଶ୍ରୀ ରାକେଶ କୁମାର ପଣ୍ଡା, ଏସଡିପିଓ ଶ୍ରୀ ଦେବେନ୍ଦ୍ର ନାଥ ପିଙ୍ଗୁଆ ପ୍ରମୁଖ ପହଞ୍ଚି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।