Public App Logo
Jansamasya
News
Bjp
National
Police
Bihar
बिहार
कांग्रेस
भाजपा
Congress
Modi
Delhi
Viral
Jharkhand
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Uttarakhand
Sambalpur
Crimenews
Karnataka
Aap
Kota

କପିଳାସରେ ପାର୍କିଂ ନାଁରେ ଚାଲିଛି ମହାଲୁଟ୍! ​ ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାସ । ଯେଉଁଠିକି ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ବାବା ଚନ୍ଦ୍ରଶେଖରଙ୍କ ଦର୍ଶନ ପାଇଁ ଆସିଥାନ୍ତି । କିନ୍ତୁ ଏବେ ଏହି ପବିତ୍ର ପୀଠରେ ଶ୍ରଦ୍ଧାଳୁଙ୍କୁ ସ୍ୱାଗତ ନୁହେଁ, ବରଂ ବେଆଇନ ଭାବେ ଆଖିବୁଜା ଲୁଟ୍ କରାଯାଉଛି! ​ପ୍ରସଙ୍ଗଟି କଣ? ଆଜିର ଗଣମାଧ୍ୟମ "ଧରିତ୍ରୀ" ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁସାରେ, କପିଳାସ ପୀଠକୁ ଯାଉଥିବା ଗାଡ଼ିଗୁଡ଼ିକ ଠାରୁ ବେଆଇନ ଭାବେ ପାର୍କିଂ ଫି’ ଆଦାୟ କରାଯାଉଛି । କପିଳାସ ମନ୍ଦିର ପାର୍କିଂ ଷ୍ଟାଣ୍ଡ ନାଁରେ କାହାରିକୁ କିଛି ନଜଣାଇ ସିଧାସଳଖ ୫୦ ଟଙ୍କାର ରସିଦ କାଟି ଦିଆଯାଉଛି । ​ସବୁଠୁ ବଡ଼ ପ୍ରଶ୍ନ: ଏହି ପାର୍କିଂ ଫି’ ଆଦାୟ ପାଇଁ ଜିଲ୍ଲା ପ୍ରଶାସନ ବା ଦେବୋତ୍ତର ବିଭାଗ ଅନୁମତି ଦେଇଛି କି? ​ଯଦି ଅନୁମତି ଅଛି, ତେବେ ସେଠାରେ କୌଣସି ସରକାରୀ ସୂଚନା ଫଳକ ବା ଦର ତାଲିକା ବୋର୍ଡ କାହିଁକି ଲଗାଯାଇ ନାହିଁ? ​ପ୍ରଶାସନର ବିନା ନିର୍ଦ୍ଦେଶରେ ଏହି ବେଆଇନ ଆଦାୟ କାହା ସ୍ୱାର୍ଥରେ ଚାଲିଛି ଏବଂ ଏହି ଟଙ୍କା କାହା ପକେଟକୁ ଯାଉଛି? ​ଖବର ଅନୁସାରେ, ଏହି ବେଆଇନ �

MORE NEWS

Dhenkanal Sadar, Dhenkanal | Jun 22, 2026

ଅନୁଗୁଳ ଠାରେ ପ୍ରମେୟ ନିଉଜ୭ ପକ୍ଷରୁ ଢେଙ୍କାନାଳ ଝିଅ ସମୀକ୍ଷା ନନ୍ଦ" ( ରିମା) କୁ 
ଟା ଇ କୋ ଣ୍ଡା ଖେଳ ରେ ରାଜ୍ୟ ସ୍ତରୀୟ ଓ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ପଦକ ହାସଲ#public #dhenkanal #vairalvideo #facebookreelsviralviralシfypシ゚2026 #newsupdate

ଅନୁଗୁଳ ଠାରେ ପ୍ରମେୟ ନିଉଜ୭ ପକ୍ଷରୁ ଢେଙ୍କାନାଳ ଝିଅ ସମୀକ୍ଷା ନନ୍ଦ" ( ରିମା) କୁ ଟା ଇ କୋ ଣ୍ଡା ଖେଳ ରେ ରାଜ୍ୟ ସ୍ତରୀୟ ଓ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ପଦକ ହାସଲ#public #dhenkanal #vairalvideo #facebookreelsviralviralシfypシ゚2026 #newsupdate

Dhenkanal Sadar, Dhenkanal | Jun 21, 2026

ଗଁଦିଆ ବେଗାଠାରେ ପୂର୍ବତନ ସରପଞ୍ଚ ଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ

ଆଜି ବେଗା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବେଗା, ବୈଦ୍ୟକଟେଣୀ, ନେହେଁଗ୍ରା, କରଡାବଣୀ, ବଡ଼ପୋଖରିଆ ଓ ପାଞ୍ଚକେଣ୍ଡୁ ଡିଲର ପଏଣ୍ଟରେ ସ୍ଥାନୀୟ ପଞ୍ଚାୟତ ସଭାପତି, ବୁଥ ସଭାପତି ଏବଂ ବୁଥ ପରିଚାଳନା କମିଟିର ସଦସ୍ୟମାନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରାଯାଇଥିଲା।

ଏହି ଜନକଲ୍ୟାଣକାରୀ ଯୋଜନା ମାଧ୍ୟମରେ ହିତାଧିକାରୀମାନେ ମୁଣ୍ଡପିଛା ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ପାଇବେ, ଯାହା ଗରିବ ଏବଂ ମଧ୍ୟବିତ୍ତ ପରିବାରମାନଙ୍କ ଖାଦ୍ୟ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବ। ଜନସାଧାରଣଙ୍କ କଲ୍ୟାଣ ପ୍ରତି ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ନିଶ୍ଚିତ ଭାବେ ଏକ ଐତିହାସିକ ଓ ପ୍ରଶଂସନୀୟ ଉଦ୍ୟମ।

ଓଡ଼ିଶାବାସୀଙ୍କ ପ୍ରିୟ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ Mohan Charan Majhi i ଏବଂ ଢେଙ୍କାନାଳର ଜନପ୍ରିୟ ବିଧାୟକ ତଥା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର କ୍ୟାବିନେଟ ମନ୍ତ୍ରୀ Krushna Chandra Patra  ମହୋଦୟଙ୍କୁ ଏହି ଜନହିତକର ଯୋଜନା ପାଇଁ ହୃଦୟର ଗଭୀରତମ ପ୍ରଦେଶରୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା।

#ମୁଖ୍ୟମନ୍ତ୍ରୀ_ଅନ୍ନପୂର୍ଣ୍ଣା_ଯୋଜନା #MohanMajhi #KrushnaChandraPatra #BegaPanchayat #Dhenkanal OdishaGovt FoodSecurity BJPOdisha

ଗଁଦିଆ ବେଗାଠାରେ ପୂର୍ବତନ ସରପଞ୍ଚ ଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ଆଜି ବେଗା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବେଗା, ବୈଦ୍ୟକଟେଣୀ, ନେହେଁଗ୍ରା, କରଡାବଣୀ, ବଡ଼ପୋଖରିଆ ଓ ପାଞ୍ଚକେଣ୍ଡୁ ଡିଲର ପଏଣ୍ଟରେ ସ୍ଥାନୀୟ ପଞ୍ଚାୟତ ସଭାପତି, ବୁଥ ସଭାପତି ଏବଂ ବୁଥ ପରିଚାଳନା କମିଟିର ସଦସ୍ୟମାନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଏହି ଜନକଲ୍ୟାଣକାରୀ ଯୋଜନା ମାଧ୍ୟମରେ ହିତାଧିକାରୀମାନେ ମୁଣ୍ଡପିଛା ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ପାଇବେ, ଯାହା ଗରିବ ଏବଂ ମଧ୍ୟବିତ୍ତ ପରିବାରମାନଙ୍କ ଖାଦ୍ୟ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବ। ଜନସାଧାରଣଙ୍କ କଲ୍ୟାଣ ପ୍ରତି ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ନିଶ୍ଚିତ ଭାବେ ଏକ ଐତିହାସିକ ଓ ପ୍ରଶଂସନୀୟ ଉଦ୍ୟମ। ଓଡ଼ିଶାବାସୀଙ୍କ ପ୍ରିୟ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ Mohan Charan Majhi i ଏବଂ ଢେଙ୍କାନାଳର ଜନପ୍ରିୟ ବିଧାୟକ ତଥା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର କ୍ୟାବିନେଟ ମନ୍ତ୍ରୀ Krushna Chandra Patra ମହୋଦୟଙ୍କୁ ଏହି ଜନହିତକର ଯୋଜନା ପାଇଁ ହୃଦୟର ଗଭୀରତମ ପ୍ରଦେଶରୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା। #ମୁଖ୍ୟମନ୍ତ୍ରୀ_ଅନ୍ନପୂର୍ଣ୍ଣା_ଯୋଜନା #MohanMajhi #KrushnaChandraPatra #BegaPanchayat #Dhenkanal OdishaGovt FoodSecurity BJPOdisha

Dhenkanal Sadar, Dhenkanal | Jun 19, 2026

କପିଳାସରେ ପାର୍କିଂ ନାଁରେ ଚାଲିଛି ମହାଲୁଟ୍! ​ ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାସ । ଯେଉଁଠିକି ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ବାବା ଚନ୍ଦ୍ରଶେଖରଙ୍କ ଦର୍ଶନ ପାଇଁ ଆସିଥାନ୍ତି । କିନ୍ତୁ ଏବେ ଏହି ପବିତ୍ର ପୀଠରେ ଶ୍ରଦ୍ଧାଳୁଙ୍କୁ ସ୍ୱାଗତ ନୁହେଁ, ବରଂ ବେଆଇନ ଭାବେ ଆଖିବୁଜା ଲୁଟ୍ କରାଯାଉଛି! ​ପ୍ରସଙ୍ଗଟି କଣ? ଆଜିର ଗଣମାଧ୍ୟମ "ଧରିତ୍ରୀ" ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁସାରେ, କପିଳାସ ପୀଠକୁ ଯାଉଥିବା ଗାଡ଼ିଗୁଡ଼ିକ ଠାରୁ ବେଆଇନ ଭାବେ ପାର୍କିଂ ଫି’ ଆଦାୟ କରାଯାଉଛି । କପିଳାସ ମନ୍ଦିର ପାର୍କିଂ ଷ୍ଟାଣ୍ଡ ନାଁରେ କାହାରିକୁ କିଛି ନଜଣାଇ ସିଧାସଳଖ ୫୦ ଟଙ୍କାର ରସିଦ କାଟି ଦିଆଯାଉଛି । ​ସବୁଠୁ ବଡ଼ ପ୍ରଶ୍ନ: ଏହି ପାର୍କିଂ ଫି’ ଆଦାୟ ପାଇଁ ଜିଲ୍ଲା ପ୍ରଶାସନ ବା ଦେବୋତ୍ତର ବିଭାଗ ଅନୁମତି ଦେଇଛି କି? ​ଯଦି ଅନୁମତି ଅଛି, ତେବେ ସେଠାରେ କୌଣସି ସରକାରୀ ସୂଚନା ଫଳକ ବା ଦର ତାଲିକା ବୋର୍ଡ କାହିଁକି ଲଗାଯାଇ ନାହିଁ? ​ପ୍ରଶାସନର ବିନା ନିର୍ଦ୍ଦେଶରେ ଏହି ବେଆଇନ ଆଦାୟ କାହା ସ୍ୱାର୍ଥରେ ଚାଲିଛି ଏବଂ ଏହି ଟଙ୍କା କାହା ପକେଟକୁ ଯାଉଛି? ​ଖବର ଅନୁସାରେ, ଏହି ବେଆଇନ � - Dhenkanal Sadar News