ବାଲେଶ୍ଵରରେ ସାପ କାମୁଡ଼ାରେ ମହିଳା ମୃତ: ବ୍ୟାଗ୍ ଭିତରେ ଥିଲା ଚିତି ସାପ
Baleshwar, Balasore | Oct 18, 2026
ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଜମାଲପୁର ଅଞ୍ଚଳରେ ସାପ କାମୁଡ଼ାରେ ସୀତା ହେମ୍ବ୍ରମ ନାମ୍ନୀ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ବ୍ୟାଗ୍ରୁ ମେଡିସିନ ବାହାର କରୁଥିବା ବେଳେ ତାଙ୍କୁ ଚିତି ସାପ କାମୁଡ଼ିଥିଲା।