Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Accident
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

ପଟ୍ଟାଙ୍ଗୀ: ଚାନ୍ଦାଲ ମୁଣ୍ଡା ଗ୍ରାମ ରାସ୍ତାରେ ବାଇକ ଦୁର୍ଘଟଣାରେ ବୃଦ୍ଧ ମୃତ, ପୋଲିସର ତଦନ୍ତ ଆରମ୍ଭ

Pottangi, Koraput | Jul 30, 2025
ବୁଧ ବାର ଅପରାହ୍ନ ୪ଟା ସମୟରେ ମିଳିଥିବା ସୂଚନା ଅନୁସାରେ ଏକ ଅତର୍କିତ ବାଇକ୍ ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି। ସୂଚନା ପ୍ରକାରେ ଟିକରପଡ଼ା ପଞ୍ଚାୟତ ର ଚାନ୍ଦଲାମୁଣ୍ଡା ଗ୍ରାମ ରାସ୍ତାରେ ପଦଲାମ ହନ୍ତାଳ (୭୦) ନାମକ ଜଣେ ବୃଦ୍ଧ କୌଣସି କାମରେ ରାସ୍ତାରେ ଯାଉଥିବା ବେଳେ ସେହି ଗ୍ରାମର ରାମ ସୀସା ନାମକ ଜଣେ ବ୍ୟକ୍ତି ଙ୍କ ଗାଡି ସଂଖ୍ୟା ଓଡି ୧୦ ଇ ୯୦୦୬ ଗ୍ଲାମର ଗାଡି ସହ ହଠାତ୍ ଧକା ହୋଇ ତଳେ ପଡ଼ିଯାଇଥିଲେ। ଗାଁ ଲୋକେ ଆହତ ପଦଲାମ୍ ଙ୍କୁ ଏକ ଅଟୋ ସାହାଯ୍ୟରେ ଚିକିତ୍ସା ଲାଗି ତୁରନ୍ତ ନନ୍ଦପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ।

MORE NEWS