Public App Logo
Jansamasya
News
पुलिस
Bjp
National
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi
यूपी

କଟକ ପୌରାଞ୍ଚଳ: ଖପୁରିଆ ସ୍ଥିତ ଓଏଏସଏମଇ ସମ୍ମିଳନୀ କକ୍ଷରେ ବୁଧବାର କଟକ ମହାନଗର ନିଗମ ପକ୍ଷରୁ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ବୁଧବାର ସନ୍ଧ୍ୟା ୬ଟାରେ ଓଏଏସଏମଇ ସମ୍ମିଳନୀ କକ୍ଷରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, କଟକ ଅଗ୍ନିଶମ କେନ୍ଦ୍ର ର କର୍ମଚାରୀ ମାନେ ଯୋଗଦେଇ ଅଗ୍ନି ନିରାପତ୍ତା କୌଶଳ ସଂକ୍ରାନ୍ତରେ ସଚେତନ କରାଇଥିଲେ।