ରେମୁଣା କନକ ଦୂର୍ଗା ପୀଠରେ ମାଆଙ୍କୁ ଦର୍ଶନ କଲେ ସାଂସଦ ଓ ବିଧାୟକ
Baleshwar, Balasore | Oct 20, 2026
ରେମୁଣା କନକ ଦୂର୍ଗା ପୀଠରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ମାଆଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ଉପଜିଲ୍ଲାପାଳ, ତହସିଲଦାର ଓ ଅନେକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।