Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Jharkhand
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी

ସମ୍ବଲପୁର ମ୍ୟୁନିସିପାଲଟି: ବରେଇପାଲି ଥାନା ଅନ୍ତର୍ଗତ ବରେଇପାଲି ଛକ ନିକଟରେ ସଡ଼କ ଦୁର୍ଘଟଣା ଜଣେ ଯୁବକ ଆହତ

ବରେଇପାଲି ଥାନା ଅନ୍ତର୍ଗତ ବରେଇପାଲି ଛକ ନିକଟରେ ସଡ଼କ ଦୁର୍ଘଟଣା ଜଣେ ଯୁବକ ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ 12 ଟା ସମୟରେ ଜଣେ ଯୁବକ ବାଇକ ରେ ଯାଉଥିବା ବେଳେ ଆଉ ଏକ ବାଇକ ଆସି ତାଙ୍କୁ ଧକ୍କା ଦେଇଥିଲା l ଫଳରେ ଯୁବକ ଜଣକ ବାଇକ ରୁ ତଳେ ଘୋଷାରି ହୋଇ ପଡ଼ିଥିଲେ l ତେବେ କିଛି ସ୍ଥାନୀୟ ଯୁବକ ମାନେ ତାଙ୍କୁ ବୁର୍ଲା ମେଡିକାଲ ନେଇ ଚିକିତ୍ସା କରାଇଥିବା ଜଣାପଡିଛି l ସେପଟେ ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ସୂଚନା ମିଳିଛି l
ସମ୍ବଲପୁର ମ୍ୟୁନିସିପାଲଟି: ବରେଇପାଲି ଥାନା ଅନ୍ତର୍ଗତ ବରେଇପାଲି ଛକ ନିକଟରେ ସଡ଼କ ଦୁର୍ଘଟଣା ଜଣେ ଯୁବକ ଆହତ - Sambalpur M News