🚩 କୋରାପୁଟ ଶାଵର ଶ୍ରୀକ୍ଷେତ୍ରରେ ଗଡ଼ିବ ୩ ରଥ 🚩
ଭକ୍ତି, ପରମ୍ପରା ଓ ଉତ୍ସାହର ମହାମିଳନ ପାଇଁ ସବୁକିଛି ପ୍ରସ୍ତୁତ। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପବିତ୍ର ରଥଯାତ୍ରା ପାଇଁ ୩ଟି ରଥ ପ୍ରସ୍ତୁତ, ସେହିପରି ରଥ ଟାଣିବା ପଥ ମଧ୍ୟ ସଜ୍ଜ।
ଏବେ କେବଳ ଅପେକ୍ଷା ମହାପ୍ରଭୁଙ୍କ ପବିତ୍ର ପହଣ୍ଡି ଓ ରଥାରୋହଣର। ଶାଵର ଶ୍ରୀକ୍ଷେତ୍ରରେ ରଥଯାତ୍ରାର ଦିବ୍ୟ ମାହୋଲକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଚରମରେ।
ଜୟ ଜଗନ୍ନାଥ! 🙏
#ରଥଯାତ୍ରା #ଜୟଜଗନ୍ନାଥ #ଶାଵରଶ୍ରୀକ୍ଷେତ୍ର #କୋରାପୁଟ #RathaYatra #Koraput