ବାରିପଦା ସଦର: ଖୋର୍ଦ୍ଧାରେ ଚାଲିଛି 44 ଦିନିଆ ଶିଶୁ ଶ୍ରମ ନିରାକରଣ ସଚେତନତା ଅଭିଯାନ
ଶିଶୁ ଶ୍ରମିକ ପ୍ରଥା ମୁକ୍ତ ଗ୍ରାମପଞ୍ଚାୟତ ଗଠନ ଲକ୍ଷ୍ୟରେ ଖୋର୍ଦ୍ଧା ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି 44 ଦିନିଆ ସଚେତନତା ଅଭିଯାନ। ଅଧିକାରୀମାନେ ଗ୍ରାମାଞ୍ଚଳରେ ପହଞ୍ଚି ଶିଶୁଙ୍କ ସୁରକ୍ଷା ଓ ଶିକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି।