ବାରିପଦା ସଦର: ଗ୍ରାମାଞ୍ଚଳରେ ଶିକ୍ଷା ଚୌପାଲ: ଶିଶୁ ଅଧିକାର ଓ ସୁରକ୍ଷା ପାଇଁ ବଡ଼ ପଦକ୍ଷେପ
ଗ୍ରାମାଞ୍ଚଳର ସ୍ଥାୟୀ ବିକାଶ, ଶିଶୁ ଶ୍ରମ ଓ ବାଲ୍ୟ ବିବାହ ରୋକିବା ଏବଂ ଶିଶୁମାନଙ୍କ ଶିକ୍ଷା ଅଧିକାର ସୁରକ୍ଷା ନେଇ ଆୟୋଜିତ ହେଲା ‘ଶିକ୍ଷା ଚୌପାଲ’। ସମୁଦାୟର ସହଭାଗିତା ଦ୍ୱାରା ଏକ ସୁସ୍ଥ ଗ୍ରାମୀଣ ସମାଜ ଗଠନ ଉପରେ ଦିଆଗଲା ଗୁରୁତ୍ୱ।