କଳାହାଣ୍ଡି: ପର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ବୈଠକ: ବିଧାୟକଙ୍କ ସହ ଉନ୍ନତି ଆଲୋଚନା
Kalahandi, Kalahandi | Aug 18, 2026
ପର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ସମିତିର ବୈଠକରେ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ସ୍ୱାସ୍ଥ୍ୟ ସେବା ଉନ୍ନତି ଓ କେନ୍ଦ୍ର ବିକାଶ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଆଲୋଚନା କରିଛନ୍ତି।