ନୟାଗଡ: ନୟାଗଡ଼ରେ ରୋଟାରୀ କ୍ଲବ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ
ନୟାଗଡ଼ରେ ରୋଟାରୀ କ୍ଲବ ଓ ହେଲ୍ଥଭିଲେ ନାଚୁରୋପାଥି ହସ୍ପିଟାଲର ମିଳିତ ସହଯୋଗରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫୦ରୁ ଅଧିକ ରୋଗୀଙ୍କୁ ଡାଇବେଟିସ୍ ଓ ଆଣ୍ଠୁଗଣ୍ଠି ସମସ୍ୟା ପାଇଁ ପରାମର୍ଶ ଓ ଥେରାପି ପ୍ରଦାନ କରାଯାଇଛି।