ଭଦ୍ରକ: ଇଲେକ୍ଟ୍ରି ଖୁଣ୍ଟି ରେ ଲାଗି ଲାଇନ୍ ମ୍ୟାନ ମୃତ୍ୟୁ TPNODL ଅଫିସ ଘେରାଉ କଲେ ପରିବାର ଓ ସାଥୀ ସମର୍ଥକ। ଏକ ମାସ ତଳେ କାର୍ଯ୍ୟରତ ଲାଇନ ମ୍ୟାନ ଚନ୍ଦ୍ରଶେଖର ଗାହାଣ ଚରମ୍ପା ନିକଟରେ କାର୍ଯ୍ୟ କରୁଥିବା ସମୟରେ ଇଲେକ୍ଟ୍ରି ଖୁଣ୍ଟିରୁ କରେଣ୍ଟ ଖାଇ ଚିକିତ୍ସିତ ହେଇଥିଲେ। ଆଜି ତାଙ୍କର ମୃତ୍ୟୁ ହେବା ପରେ ଟାଟା ପାୱାର ଅଫିସ ଘେରାଉ କରି ଦାବି ରଖା ଯାଇଥିଲା। ଟାଟା ପାୱାର ପକ୍ଷରୁ ୧୯ଲକ୍ଷ ଟଙ୍କାର ସହାୟତା ମିଳିବ ବୋଲି ପ୍ରତିଶ୍ରୁତି ଦେବା ପରେ ଶବ ଘରକୁ ନେଇ ଥିଲେ ଗ୍ରାମବାସୀ।
#citykhabarbhadrak
Bhadrak Rural, Bhadrak | Jun 25, 2026