ଭୁବନେଶ୍ୱର: ପାର୍ବଣ ଋତୁ: ଚାନ୍ଦା ମାଗିଲେ ହେବ ଗିରଫ, ସୁରକ୍ଷା ନେଇ କଡ଼ା ନିର୍ଦ୍ଦେଶ
Bhubaneswar, Khordha | Sep 30, 2026
ପାର୍ବଣ ଋତୁ ପାଇଁ ପୋଲିସ ପ୍ରଶାସନର କଡ଼ା ଆଭିମୁଖ୍ୟ। ଜବରଦସ୍ତି ଚାନ୍ଦା ଆଦାୟ କଲେ ହେବ ଗିରଫ। ପୂଜା ମଣ୍ଡପଗୁଡ଼ିକରେ ସିସିଟିଭି ଲଗାଇବାକୁ ପରାମର୍ଶ ଦେଲେ ଭୁବନେଶ୍ୱର ଡିସିପି।