ଝାରସୁଗୁଡା: ଅନୁଦାନପ୍ରାପ୍ତ କଲେଜରେ +2 ପାଠଦାନକୁ ନେଇ SSB ଅଧ୍ୟାପକଙ୍କ ଆପତ୍ତି
ଓଡ଼ିଶାର ଅନୁଦାନପ୍ରାପ୍ତ କଲେଜରେ ଯୁକ୍ତ ଦୁଇ ଶ୍ରେଣୀରେ ପାଠ ନ ପଢ଼ାଇବାକୁ ଦାବି କଲେ SSB ଅଧ୍ୟାପକ। ଏନସିଟିଇ ନିୟମ ଓ ନିଯୁକ୍ତି ସର୍ତ୍ତାବଳୀର ଦର୍ଶାଇ କଲେଜ ଅଧ୍ୟକ୍ଷଙ୍କୁ ଦିଆଗଲା ଦାବିପତ୍ର। OSLA ସଂକଳ୍ପ ଆଧାରରେ ଆରମ୍ଭ ହେଲା ପ୍ରକ୍ରିୟା।