Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Jharkhand
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी

କୋଟପାଡ: କୋଟପାଡ଼ର କଳ୍ୟାଣ ମଣ୍ଡପରେ “ଖାଦି ଗ୍ରାମୋଦ୍ୟୋଗ ବିକାଶ ଯୋଜନା ବିଷୟରେ ଏକ ସଚେତନତା ଶିବିର ଅନୁଷ୍ଠିତ,

Kotpad, Koraput | Jan 12, 2026
କୋଟପାଡ଼ର କଳ୍ୟାଣ ମଣ୍ଡପରେ “ଖାଦି ଗ୍ରାମୋଦ୍ୟୋଗ ବିକାଶ ଯୋଜନା” (ଗ୍ରାମୀଣ ଇଞ୍ଜିନିୟରିଂ ଓ ନୂତନ ପ୍ରଯୁକ୍ତି ଉଦ୍ୟୋଗ) ବିଷୟରେ ଏକ ସଚେତନତା ଶିବିର ଆୟୋଜିତ ହୋଇଥିଲା । ଆଜି ପୂର୍ବାହ୍ନ ଏଗାର ଟା ଠାରୁ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ରେ କୋଟପାଡ଼ର ବିଧାୟକ ରୁପୁ ଭତ୍ରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସାଂସଦ ପ୍ରତିନିଧି ରାମେଶ୍ୱର ଜେନା, ଜୟପୁର ସବ୍-କଲେକ୍ଟର ଏ ସାସ୍ୟା ରେଡ୍ଡି (ଆଇଏଏସ୍ ନିର୍ଦ୍ଦେଶକ ସୁବାଶ ଛେତ୍ରୀ, ଅନୁପ ଭୁଂୟା (ଏଡି–୨, କେଭିଆଇସି), ସର୍ବୋଦୟ ସମିତିର ସଚିବ ପ୍ରଦୀପ ମହାନ୍ତି ଯୋଗ ଦେଇଥିଲେ l