କରଞ୍ଜିଆ - କୁକୁର କାମୁଡି ମାରିଦେଲେ ହରିଣ l ଆଜି ସକାଳେ ପଡୋଶୀ ରାଜ୍ୟ ଝାରଖଣ୍ଡ ରୁ ଓଡିଶା ପଶି ଆସିଥିବା ହରିଣକୁ ବୁଲା କୁକୁର ମାନେ କାମୁଡି ମାରିଦେଇଛନ୍ତି l କରଞ୍ଜିଆ ବନଖଣ୍ଡ ରାରୁଆଁ ସେକ୍ସନ ଝୁମକାପାଳ ଠାରେ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସାଧୀନ ଅବସ୍ଥାରେ ମୃତ ହୋଇଛି l
#latastnews #karanjia #mayurbhanj #deerdeath #Dogattackdeer #pabitranewsodisha
Kendujhar Town, Kendujhar | Sep 8, 2026